The Ultimate Managed Hosting Platform
ADVERTISEMENT

ଅବସାଦ କମାଇବ ଦିନକୁ ଦୁଇ ଘଣ୍ଟାର ଫୋନ ବ୍ୟବହାର

Facebook
Twitter
LinkedIn

ବର୍ତ୍ତମାନ ସମୟରେ ଲୋକମାନେ ଅତ୍ୟଧିକ ମୋବାଇଲ ବ୍ୟବହାର କରୁଛନ୍ତି । ଯାହା ଫଳରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଉଛି । ବିଶେଷ କରି ଏହି ସମସ୍ୟା କିଶୋରକିଶୋରୀମାନଙ୍କ ଠାରେ ଅଧିକ ଦେଖିବାକୁ ମିଳୁଛି । ତେଣୁ ଯଥା ସମ୍ଭବ ମୋବାଇଲ କମ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ଗୋଟେ ପଟେ ଅଧିକ ଫୋନ ବ୍ୟବହାର ସ୍ୱାସ୍ଥ୍ୟ ସମସ୍ୟାର କାରଣ ପାଲଟୁଥିବା ବେଳେ ଅନ୍ୟପଟେ ଏହାର କମ ବ୍ୟବହାର ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବା ଦିହରେ ଫଳପ୍ରଦ ବୋଲି କୁହାଯାଉଛି ।

ଏକ ଅଧ୍ୟନରୁ ଜଣା ପଡିଛି ଯେ ଦିନକୁ ଘଣ୍ଟାରୁ ୨ ଘଣ୍ଟା ଫୋନ ବ୍ୟବହାର କରୁଥିବା କିଶୋର କିଶୋରୀଙ୍କ ଠାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ହ୍ରାସ ପାଏ ବୋଲି ଜଣାପଡିଛି । କୋରିଆର ହନୟାଙ୍ଗ ବିଶ୍ୱ ବିଦ୍ୟାଳୟର ଗବେଷକ ମାନେ ୧୩ରୁ ୧୮ ବର୍ଷ ବୟସର ପିଲାଙ୍କ ଉପରେ ଗବେଷଣା କରି ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି । ଅବଶ୍ୟ ୪ ଗଣ୍ଟାରୁ ଅଧିକ ମୋବାଇଲ ବ୍ୟବହାର କରିବା ଦ୍ୱାରା ଏହି ସବୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ଆଶଙ୍କା ୨୨ ପ୍ରତିଶତକୁ ବୃଦ୍ଧି ପାଇଥାଏ । କିଶୋର କିଶୋରୀଙ୍କ ଫୋନ ବ୍ୟବହାର ସେମାନଙ୍କୁ ଏକାକୀତ୍ୱ ଠାରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ ବୋଲି ଗବେଷକ କହିଛନ୍ତି । ତେବେ ଗବେଷକ ମାନେ ୨୦୧୭ ଏବଂ ୨୦୨୦ରେ କୋରିଆର ୫୦ ହଜାର କିଶୋରଙ୍କ ଡାଟାକୁ ବିଶ୍ଲେଷଣ କରି ଏଭଳି ଏକ ନିଷ୍କର୍ସରେ ପହଁଚିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login