The Ultimate Managed Hosting Platform
ADVERTISEMENT

ଅବସର ପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରୁ ଲୁଟ

Facebook
Twitter
LinkedIn

କାକଟପୁର : ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଲୁଟି ନେଲେ । ମାରଣାସ୍ତ୍ର ଦେଖାଇ, ହାତ ଗୋଡ ବାନ୍ଧି ଲୁଟି ନେଲେ ଦୁର୍ବୁତ୍ତ । କାକଟପୁର ଅସ୍ତରଙ୍ଗ ଥାନା ଆଲ ସାହି ଗାଁର ଘଟଣା । ପରିବାର ସଦସ୍ୟଙ୍କ ହାତ ଗୋଡ ବାନ୍ଧି ୧୦ ଭରି ସୁନା ସହ ନଗଦ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । । ଖବର ପାଇ ଅସ୍ତରଙ୍ଗ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login