ଭୁବନେଶ୍ୱର : ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ । ବର୍ତ୍ତମାନ ବାଂଲାଦେଶ ଉପରେ ସକ୍ରିୟ ରହିଛି ଅବପାତ । ଆଜି ଉତ୍ତରପୂର୍ବ ରାଜ୍ୟ ଗୁଡିକ ପାଇଁ ପ୍ରବଳରୁ ଅତିପ୍ରବଳ ତଥା କିଛି ଅଞ୍ଚଳରେ ଅତ୍ୟନ୍ତଭାରି ବର୍ଷା ପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୩୧ ତାରିଖ ପରେ ବଦଳିବ ପାଗ। ଆଗକୁ ପାଣିପାଗ ନିୟମକ ସକ୍ରିୟ ନଥିବାରୁ ପାଗ ବଦଳିବ । ୧ ତାରିଖ ଠାରୁ ବର୍ଷା କମିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Views: 115











