The Ultimate Managed Hosting Platform
ADVERTISEMENT

ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ

Facebook
Twitter
LinkedIn

କଟକ : ବାଲୁଗାଁ ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ । ଅବକାରୀ ଏଏସାଇ ସୁଦୀପ୍ତ ଦାସଙ୍କ ଘରେ ଚଢାଉ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସର ରେଡ । ନୟାଗଡ ଘର ଓ ବାଲୁଗାଁ ଭଡା ଘରେ ଭିଜିଲାନ୍ସ ଚଢାଉ ।
ବାଲୁଗାଁ ସର୍କଲ ଅବକାରୀ ଅଫିସ, ନୟାଗଡ଼ର ଆବାସିକ ଘର ଏବଂ ଏକ ଭଡ଼ା ଘରେ ମଧ୍ୟ ଚଢାଉ ଜାରି ରହିଛି। ଚଢ଼ାଉରେ ୪ଜଣ DSP, ୬ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login