The Ultimate Managed Hosting Platform
ADVERTISEMENT

ଅପହୃତ ଯୁବତୀଙ୍କୁ ଉଦ୍ଧାର କଲା କମିଶନରେଟ ପୁଲିସ

Facebook
Twitter
LinkedIn

ଭୁବନେଶ୍ୱର : ଅପହୃତ ଯୁବତୀଙ୍କୁ ଉଦ୍ଧାର କଲା କମିଶନରେଟ ପୁଲିସ । ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅଞ୍ଚଳରୁ ଅପହୃତ ଯୁବତୀଙ୍କୁ ବରମୁଣ୍ଡା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ନେଇ କମିଶନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି । ଉଦ୍ଧାର ଯୁବତୀଙ୍କୁ ମୈତ୍ରୀ ବିହାର ଥାନାରେ ପଚରାଉଚରା କରାଯାଉଛି । ସୂଚନା ଅନୁଯାୟୀ, ରାଜଧାନୀର ମୈତ୍ରୀ ବିହାରରେ ୪ଜଣ ଯୁବକ ଆକାଶ ସିଂହଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହାପରେ ସାଙ୍ଗରେ ଥିବା ତାଙ୍କର ବାନ୍ଧବୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ଅପହରଣ କରି ନେଇଥିବା ଚାରି ଯୁବକ ଏବେ ଆକାଶଙ୍କ ଫୋନକୁ କଲ୍ କରି ଯୁବତୀଙ୍କୁ ଛାଡ଼ିବା ପାଇଁ ଟଙ୍କା ଦାବି କରିଥିବା କୁହାଯାଉଛି। ତେଣେ ଯୁବତୀଙ୍କୁ ଉଦ୍ଧାର ପାଇଁ କମିଶନରେଟ୍ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login