ଜଳେଶ୍ୱର : ଯୁବତୀଙ୍କୁ ନିଶା ଦେଇ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ । ଭୋଗରାଇ ଥାନାରେ ଅଭିଯୋଗ କଲେ ନିଜେ ପୀଡିତା । ୫ ମାସ ଅଟକ ରଖି ଏକାଧିକ ବ୍ୟକ୍ତି ଶାରିରୀକ ସମ୍ପର୍କ ଓ ମାଡ ମାରିବା ଅଭିଯୋଗ । ବିବାହ ପୂର୍ବଦିନ ଘର ପାଖରୁ ନିଶା ଦେଇ ଉଠାଇ ନେଇ ଗଣଦୁଷ୍କର୍ମ ଅଭିଯୋଗ । ବାରିପଦାରେ ରଖି ଏପରି ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କଲେ ପୀଡିତା । ମାର୍ଚ୍ଚରେ ପୀଡିତାଙ୍କ ମା ମଧ୍ୟ ଟଙ୍କା ସୁନା ସହ ଝିଅକୁ ଅପହରଣ ଏତଲା କରିଥିଲେ ।
Views: 34