The Ultimate Managed Hosting Platform
ADVERTISEMENT

ଅନଲାଇନରେ ଲାପଟପ କିଣିବା ପଡିଲା ମହଙ୍ଗା, ପାର୍ସଲରୁ ବାହାରିଲା ମାର୍ବଲ ପଥର

Facebook
Twitter
LinkedIn

ସମ୍ବଲପୁର : ଅନଲାଇନରେ ଲାପଟପ କିଣିବା ପଡିଲା ମହଙ୍ଗା ।ଆମାଜନରୁ ମଗାଇଥିଲେ ଲାପଟପ ଆସିଲା ମାର୍ବଲ ପଥର । ଏପରି ଘଟଣା ଘଟିଛି ସମ୍ବଲପୁର ସହରରେ । ଅନଲାଇନରେ ଜିନିଷ ମଗାଇ ଠକାମୀର ଶିକାର ହୋଇଛନ୍ତି ଜଣେ କ୍ଲିନିକ ମାଲିକ । ୬୧ ହଜାର ଟଙ୍କା ଅଗ୍ରୀମ ଦେଇ ଲାପଟପ ମଗାଇଥିଲେ।ଗତ ୪ ତାରିଖରେ ଟଙ୍କା ଦେଇଥିଲେ। ଗତକାଲି ପହଞ୍ଚିଥିଲା ପାର୍ସଲ । ପାର୍ସଲ ଖୋଲିଲା ବେଳକୁ ତା ଭିତରୁ ମାର୍ବଲ ପଥର ବାହାରିଥିଲା । ଅନଲାଇନ ଟ୍ରେଡିଂ କମ୍ପାନୀ ସହ ଯୋଗାଯୋଗ କରିଥିଲେ । କିନ୍ତୁ କିଛି ସୁଫଳ ନମିଳିବାରୁ ସେ ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

ADVERTISEMENT

Login