The Ultimate Managed Hosting Platform
ADVERTISEMENT

ଅଧିକାରୀଙ୍କୁ ଦାୟିତ୍ୱ ଦେବା ସାମ୍ବିଧାନିକ -ପ୍ରସନ୍ନ ଆଚାର୍ଯ୍ୟ

Facebook
Twitter
LinkedIn

ଭୁବନେଶ୍ୱର : କେନ୍ଦ୍ର ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପ୍ରସଙ୍ଗ । ଚିଠି ଆସିବା ପରେ ଜବାବ ରଖିଲା ବିଜେଡି । କ୍ଷମତା ହସ୍ତାନ୍ତର କରି ନାହାନ୍ତି ମୁଖ୍ୟମନ୍ତ୍ରୀ । ସଭାପତି ଭାବେ ଦଳର କର୍ମୀଙ୍କୁ ଦାୟିତ୍ୱ ଦେଇଛନ୍ତି । ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସାମ୍ବିଧାନିକ । ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖରେ ସିଏମଓଙ୍କୁ ପହଁଚାଇଛନ୍ତି । ସରକାର ଲୋକଙ୍କ ପାଖରେ ପହଁଚିଲେ ଅସୁବିଧା କଣ ? ଯାହା ପାଖରେ କୈାଣସି ପ୍ରସଙ୍ଗ ନ ଥାଏ ଏମିତି କରନ୍ତି । ଚିଠି ଆସିବା ନୂଆ କଥା ନୁହେଁ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login