The Ultimate Managed Hosting Platform
ADVERTISEMENT

ଅଟୋ-ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା

Facebook
Twitter
LinkedIn

ନୟାଗଡ : ଅଟୋ-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଦରପଦା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜଣେ କାଉଡିଆ ମୃତ, ୬ ଗୁରୁତର । ମୃତକ ହେଲେ କଟରାଝରି ଗାଁର ପୂଜା ସ୍ବାଇଁ । କାଲି ଶ୍ରାବଣ ସୋମଥିବାରୁ ଥିବାରୁ କଣ୍ଟିଲୋ ମହାନଦୀ ଘାଟରୁ କାଉଡିଆମାନେ ପାଣି ଉଠାଇ ଆସୁଥିଲେ । ଚାଲି ନପାରିବାରୁ ୭ଜଣ କାଉଡିଆ ଅଟୋରେ ଯାଉଥିଲେ । ଦରପଦା ନିକଟରେ ଏକ ପିକଅପ୍ ଭ୍ୟାନ ଆସି ଅଟୋକୁ ଧକ୍କା ଦେଇଥିଲା । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login