କେନ୍ଦୁଝର : ଅଟେଇ ସରଂକ୍ଷିତ ଜଙ୍ଗଲକୁ ପ୍ରବେଶ ବାରଣ । ନିଜେ ଯାଆନ୍ତୁନି କି ଗୃହପାଳିତ ପଶୁ ନ ଛାଡିବାକୁ ନିଦେ୍ର୍ଦଶ । ୩ଟି ପଞ୍ଚାୟତ ସରପଞ୍ଚଙ୍କୁ ଚିଠି ଲେଖି ବାରଣ କଲେ ଘଟଗାଁ ରେଞ୍ଜର । ବଡଜାମୁପଶି, ଉପରଡିହା, ଆନନ୍ଦପୁର ଡିଭିଜନ କୋଳିମାଟି ପଞ୍ଚାୟତକୁ ଚିଠି । କୈାଣସି କ୍ଷତି ହେଲେ କ୍ଷତିପୂରଣ ମିଳିବନି ବୋଲି ଜଣାଇଲେ । ବାଘ ନିୟମିତ ମଇଁଷି ମାରି ଖାଉଥିବାରୁ ଏପରି ନିଦେ୍ର୍ଦଶ ସୂଚନା ।
Views: 70