The Ultimate Managed Hosting Platform
ADVERTISEMENT

ଅଟକିଲା ପୁରୀ ବିମାନବନ୍ଦର ମଞ୍ଜୁରୀ

Facebook
Twitter
LinkedIn

ପୁରୀ : ପୁରୀରେ ପ୍ରସ୍ତାବିତ ଏୟାରପୋର୍ଟ ପାଇଁ ଜଙ୍ଗଲ ଜମି ବାଧା । ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମୋଦନ ସ୍ଥଗିତ । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଫରେଷ୍ଟ ଆଡଭାଇଜରୀ କମିଟି FAC ଅନୁମୋଦନକୁ ସ୍ଥଗିତ ରଖିଛି । ଅଲିଭ ରିଡଲେ କଇଁଛ, ଇରାଓ୍ୱାଡି ଡଲଫିନ ଏବଂ ଚିଲିକା ଆସୁଥିବା ପକ୍ଷୀଙ୍କ ସୁରକ୍ଷା ଲାଗି ଅନୁମୋଦନକୁ ସ୍ଥଗିତ କରାଯାଇଛି । ଫରେଷ୍ଟ ଆଡଭାଇଜରୀ କମିଟି ଓଡ଼ିଶା ସରକାରଙ୍କୁ ଏ ଦିଗରେ ସତର୍କତାମୂଳକ ପଦକ୍ଷେପ ନେବାକୁ କହିଛି । ଏହାସହ ଏ ପ୍ରସଙ୍ଗରେ ଭାରତୀୟ ବନ୍ୟଜନ୍ତୁ ସଂସ୍ଥାଠାରୁ ମତାମତ ନେବାକୁ କହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

ADVERTISEMENT

Login