The Ultimate Managed Hosting Platform
ADVERTISEMENT

ଅଜୟ ଏବଂ ସୂର୍ଯ୍ୟାଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ଼ ।

Facebook
Twitter
LinkedIn

ମୁମ୍ଵାଇ ୦୧।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ଠାରୁ ଉଭୟ ଏହି ସମ୍ମାନସ୍ପଦ ପୁରସ୍କାର ଗ୍ରହଣ କରିଛନ୍ତି ବଲିଉଡ୍‌ ଫିଲ୍ମ ‘ତାନାଜୀ: ଦ ଅନ୍‌ସଙ୍ଗ ୱାରିଅର୍‌’ ପାଇଁ ଅଜୟ ଦେବଗନ ଓ ତାମିଲ ଫିଲ୍ମ ‘ସୁରାରାଇ ପୋଟ୍ଟ୍ରୁ’ ପାଇଁ ସୂର୍ଯ୍ୟାଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନର ଯୁଗ୍ମ ବିଜେତା ହୋଇଛନ୍ତି ।ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ‘ତାନାଜୀ’ରେ ଅଜୟଙ୍କ ସହ ସୈଫ୍‌ ଅଲି ଖାନ୍‌ ଓ ଶରଦ କେଲକର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ୨୦୨୦ ମସିହାରେ ମୁକ୍ତିଲାଭ କରିଥିଲା ।

ବର୍ଷର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ମଧ୍ୟ ଥିଲା । ଫିଲ୍ମରେ ଅଜୟ ଜଣେ ଯୋଦ୍ଧା ଭୂମିକା ନିର୍ବାହ କରିଥିଲେ । ତାଙ୍କ ଚରିତ୍ର ଓ ପ୍ରଦର୍ଶନକୁ ଉଚ୍ଚ ସ୍ତରୀୟ ପ୍ରଶଂସା କରାଯାଇଥିଲା । ସୁଧା କୋନଗାରାଙ୍କ ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘ସୁରାରାଇ ପୋଟ୍ଟ୍ରୁ’ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ମୁକ୍ତିଲାଭ କରିଥିଲା । ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ସୂର୍ଯ୍ୟା ଓ ଅପର୍ଣ୍ଣା ବାଲାମୂରଲୀ । ନିକଟରେ ସୂର୍ଯ୍ୟା ନିଜ ପ୍ରଡକ୍ସନ୍‌ ହାଉସ୍‌ ଅଧୀନରେ ସମାନ ଟାଇଟଲ୍‌ରେ ଏହି ଫିଲ୍ମର ରିମେକ୍‌ ପ୍ରସ୍ତୁତ କରିବା ବିଷୟରେ ଘୋଷଣା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login