ବିହାର : ଅଜଣା ଗାଡି ଧକ୍କାରେ ଭ୍ୟାନ ଦୁର୍ଘଟଣାଗ୍ରସ୍ତ । ଲଖିସରାଇ-ସିନ୍ଦରା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ୭ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ଫଳରେ ଆଖପାଖ ଅଞ୍ଚଳରେ ହଇଚଇ ଖେଳିଯାଇଛି । ଆହତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତରୀ କରାଯାଇଛି । ପୋଲିସ ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ମଙ୍ଗଳବାର ରାତି ପାଖାପାଖି ସାଢେ ୧ଟା ସୁଦ୍ଧା ଘଟିଥିବା କୁହାଯାଉଛି ।
Views: 81