ନିଆଳି : ଅଖା ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର । ନିଆଳି ଥାନା କବିଚନ୍ଦ୍ରପୁର ଗାଁ ନିକଟ ଜୋରରୁ ମୃତଦହେ ଉଦ୍ଧାର । ଘର ନିକ ଯୋରରୁ ଅଖାବସ୍ତାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର । ୬ ଦିନ ଧରି ନିଖୋଜ ବ୍ୟକ୍ତିଙ୍କର ଗଳିତ ମୃତଦେହ ଉଦ୍ଧାର । ମୃତ ଯୁବକ କବିଚନ୍ଦ୍ରପୁର ଗାଁର , ୩ ତାରିଖରୁ ନିଖୋଜ ଥିଲେ । ହତ୍ୟା ସନେ୍ଦହରେ ୨ ଜଣଙ୍କୁ ଅଟକ ରଖିଲା ନିଆଳି ଥାନା ପୋଲିସ । ଘଟଣାସ୍ଥଳରେ ନିଆଳି ପୋଲିସ ଓ ସାଇଣ୍ଟିଫିକ ଟିମର ତନାଘନା ।
Views: 113











