ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ବିଶ୍ୱକପ୍ ମୁକାବିଲା । ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପରେ ସାମ୍ନାସାମ୍ନି ହେବେ । ଅହମ୍ମଦାବାଦାରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ବିସିସିଆଇ ପକ୍ଷରୁ ଆଇସିସିକୁ ଦିଆଯାଇଥିବା ଡ୍ରାଫ୍ଟ ସିଡଲରୁ ସୂଚନା । ଅଟ୍କୋବର ୫ରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ । ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ ।
Views: 82











