The Ultimate Managed Hosting Platform
ADVERTISEMENT

ବାହାରୁନି ସମାଧାନର ବାଟ; ତପସ୍ୱିନୀଙ୍କ ଶ୍ୱଶୂର ଘର ଆଗରେ ଲାଗୁ ହେଲା ୧୪୪

Facebook
Twitter
LinkedIn

ବ୍ରହ୍ମପୁର: ତପସ୍ୱିନୀ ଓ ସୁମିତଙ୍କ ମାମଲାରେ ସୁମିତଙ୍କ ଘର ଆଗରେ ୧୪୪ ଧାରା ଲାଗୁ ହୋଇଛି । ସୋମବାର ଏହି ମାମଲାକୁ ନେଇ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଶତାଧିକ ମହିଳା ତପସ୍ୱିନୀଙ୍କ ନ୍ୟାୟ ପାଇଁ ସହଯୋଗ କରିବାକୁ ଆଗେଇ ଆସିଛଥିଲେ । ସେହି ମହିଳାମାନେ ମିଶି ସୁମିତଙ୍କ ଘର ଗ୍ରିଲ୍ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ । ଫଳରେ ସେଠାରେ ଅପ୍ରିତିକର ପରିସ୍ଥିତି ଉପୁଜିଥିଲା । ତେବେ ଆଜି ସୁମିତଙ୍କ ଘର ଆଗରେ ଗହଳିକୁ ନଜରରେ ରଖି ସକାଳେ ବ୍ରହ୍ମାନଗର ଦ୍ୱିତୀୟ ଲେନରେ ୧୪୪ ଧାରା ଜାରି କରାଯାଇଛି । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ୍ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜାଣାପଡ଼ିଛି ।

ସୂଚନାନୁଯାୟୀ, ମାମଲାରେ କୋର୍ଟ ତାଙ୍କ ପୂର୍ବ ରାୟ କାଏମ ରଖିଛନ୍ତି । ଯାହାକି ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ସହ ରହିବା ପାଇଁ ବ୍ରହ୍ମପୁର ଏସଡିଜେଏମ କୋର୍ଟ ପିଟିସନରେ ଶୁଣାଣି କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login