The Ultimate Managed Hosting Platform
ADVERTISEMENT

ମତଦାନ ଦେବାକୁ ଯାଇ ଚାଲିଗଲା ଭୋଟରଙ୍କ ଜୀବନ

Facebook
Twitter
LinkedIn

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ଗାଁ ରାଜନୀତି ଚଳଚଞ୍ଚଳ ଥିବା ବେଳେ, ଭୋଟ ଦେବାକୁ ଯାଇ ଚାଲିଗଲା ଜଣେ ଭୋଟରଙ୍କ ଜୀବନ । ମୃତକଙ୍କ ନାମ ଗୋଲାପୀ ମହାକୁର । ବଲାଙ୍ଗୀର ଜିଲ୍ଲା ବନାରସ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା ।

ସୂଚନାନୁଯାୟୀ, ସଇଁତଲା ବ୍ଲକ ବନାରସ ଗ୍ରାମର ମତଦାନ ସମୟରେ ୮ ନମ୍ବର ବୁଥରେ ଭୋଟ ଦେବା ପାଇଁ ଲାଇନ୍‌ରେ ଠିଆ ହୋଇଥିବା ସମୟରେ ହଠାତ ମହିଳା ଜଣକ ଅଚେତ ହୋଇପଡ଼ିଥିଲେ । ଅବସ୍ଥା ଗୁରୁତର ହେବାରୁ ସେଠାରେ ଉପସ୍ଥିତ ଥିବା ଲୋକେ ଚିକିତ୍ସା ପାଇଁ ଗୋଲାପୀଙ୍କୁ ହସ୍ପିଟାଲ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଗୋଲାପୀଙ୍କ ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

ADVERTISEMENT

Login