The Ultimate Managed Hosting Platform
ADVERTISEMENT

ଆରମ୍ଭ ହେଲା ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ

Facebook
Twitter
LinkedIn

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ । ୨୦୦୭ ଡିସେମ୍ବର ୩୧ ସୁଦ୍ଧା ଜନ୍ମିତ ସମସ୍ତ ପିଲା ଏହି ଟିକା ନେଇପାରିବେ ବୋଲି ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଭର୍ଚୁଆଲ ବୈଠକରେ ଏହି ନିସ୍ପତ୍ତି ନିଆଯାଇଛି । ତେଣୁ ବିଭିନ୍ନ ଟିକାଦାନ କେନ୍ଦ୍ରରେ ସକାଳ ୮ଟାରୁ ପଞ୍ଜିକରଣ କରିଥିବା ସମସ୍ତ ପିଲାମାନଙ୍କୁ ଟିକାକରଣ କରାଯାଉଛି । ଏଥିପାଇଁ ରାଜ୍ୟରେ ୯୩୯ଟି ସ୍ୱତନ୍ତ୍ର ଟିକାଦାନ କେନ୍ଦ୍ର ଖୋଲାଯାଇଛି । ତେବେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ୍ ଟିକାକୁ ୧୨ରୁ ୧୮ ବର୍ଷର ପିଲାମାନଙ୍କୁ ଦିଆଯିବାକୁ ଅନୁମତୀ ଦେଇଛି । ତେଣୁ ସମସ୍ତ ବୁଥ୍‌ରେ ି କୋଭାକ୍ସିନ ଟିକା ଦିଆଯାଉଛି ।

ରାଜ୍ୟର ୧୫ରୁ ୧୮ ବର୍ଷ ବୟସର ସମସ୍ତ ପିଲାମାନଙ୍କୁ କରୋନା ଟିକା ଦେବାକୁ ନିସ୍ପତ୍ତି ହୋଇଥିବା ବେଳେ, ପରୀକ୍ଷା ଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବିଳମ୍ବରେ ଟିକା ନେବେ ବୋଲି ହୋଇଥିବା ବୈଠକରେ ନିସ୍ପତ୍ତି ହୋଇଛି । ଜାନୁଆରୀ ୮ ପରେ ଦଶମ ଓ ୧୧ ପରେ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ଟିକା ଦିଆଯିବ । ଏନେଇ ଜାନୁଆରୀ ପହିଲାରୁ ନାମ ପଞ୍ଜିକରଣ କରାଯିବା ସହ ସ୍ଲଟ ବୁକିଂ ଆରମ୍ଭ ହୋଇଯାଇଛି । ମାସକ ମଧ୍ୟରେ ରାଜ୍ୟର ସମସ୍ତ କିଶୋର କିଶୋରୀମାନଙ୍କ ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ସରକାର ଲକ୍ଷ ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login