The Ultimate Managed Hosting Platform
ADVERTISEMENT

Trump’s warning to India ; ଭାରତକୁ ଟ୍ରମ୍ପଙ୍କ ଚେତାବନୀ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତକୁ ଚେତାବନୀ ଦେଲେ ଟ୍ରମ୍ପ । ପୁଣି ଭାରତକୁ ଟାରିଫ ଭୟ ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ । ଭାରତ ରୁଷୀୟ ତୈଳ କିଣିବା ନେଇ ଦେଲେ ଚେତାବନୀ । ମୋଦି ଜଣେ ଭଲ ବ୍ୟକ୍ତି ,କିନ୍ତୁ ସେ ଜାଣିଛନ୍ତି ମୁଁ ଖୁସି ନୁହେଁ । ମୋତେ ଖୁସି କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ସେମାନେ ବାଣିଜ୍ୟ କରନ୍ତୁ , ମୁଁ ସେମାନଙ୍କ ଉପରେ ଟାରିଫ ବଢାଇବି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login