ମୋହନା : ୧୮ ଘଣ୍ଟା ପରେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର । ଆର.ଉଦୟଗିରି ମଙ୍କଡଡିଆଁ ଜଳପ୍ରପାତରୁ ମୃତଦେହ ଉଦ୍ଧାର ହୋଇଛି । କାଲି ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ବୁଡି ଯାଇଥିଲେ । ମୃତ ଯୁବକ ପାରଳାଖେମୁଣ୍ଡିର ଅଞ୍ଚଳର ସତୀଶ । ପିକିନିକ କରିବାକୁ ଆସିଥିବା ବେଳେ ଅଘଟଣ ଘଟିଛି । ସାଙ୍ଗମାନଙ୍କ ସହ ଜଳପ୍ରପାତରେ ଗାଧୋଇବାବେଳେ ବୁଡିଯାଇଥିଲେ ସତୀଶ । ବହୁ ଖୋଜାଖୋଜି କରିବା ପରେ କୌଣସି ପତ୍ତା ମିଳିନଥିଲା। ଆଜି ମୃତଦେହ ଉଦ୍ଧାର କରିଛି ଅଗ୍ନିଶମବାହିନୀ।
Views: 56











