The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜି ବଡ ଠାକୁରଙ୍କ ବନକଲାଗି ନୀତି

Facebook
Twitter
LinkedIn

ପୁରୀ: ଆଜି ହେଉଛି ମାର୍ଗଶୀର ମାସ ଶୁକ୍ଲ ପକ୍ଷ ଦ୍ୱାଦଶୀ ତିଥି । ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହ।ପାତ୍ର ଓ ସେବାୟତ ମାନେ ମିଶି ପ୍ରାକୃତିକ ରଙ୍ଗରେ ଜଗତର ନାଥ ଜଗନ୍ନାଥଙ୍କୁ ଆଜି ବନକଲାଗି ନୀତି କରିବେ । ବଡ ଠାକୁରଙ୍କୁ ପ୍ରାକୃତିକ ରଙ୍ଗରେ, ଶ୍ରୀଜିଉଙ୍କର ଶ୍ରୀମୁ୍ଖ ଶୃଙ୍ଗାର କରିବେ ଦତ୍ତ ମହ।ପାତ୍ର ଓ ସେବାୟତ ।

ବନକଲାଗି ନୀତି ମହ୍ରାଭୁଙ୍କ ଏକ ଗୁପ୍ତ ନୀତି ହୋଇଥିବାରୁ ସମୟ ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମାତ୍ର ଭକ୍ତ ମାନେ ଚାହିଁଲେ ଶ୍ରୀମନ୍ଦିର ଭିତରେ ଥିବା ପାଶ୍ୱର୍ ଦେବାଦେବୀଙ୍କ ଦର୍ଶନ କରିବା ସହ ଆନନ୍ଦ ବଜାରରେ ମହ୍ରାସାଦ ସେବନ କରିପାରିବେ ବୋଲି ଗତ ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login