The Ultimate Managed Hosting Platform
ADVERTISEMENT

ପୁଣି ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୩ ଅତଙ୍କବାଦୀ ନିହତ

Facebook
Twitter
LinkedIn

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଣି ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀଙ୍କ ଜୀବନ ଯାଇଛି । ଗୁରୁବାର ବିଳମ୍ବିତ ରାତିରେ ଜାମ୍ମୁ କାଶ୍ମୀର ସ୍ଥିତ ବଡ଼ଗାମ ଜିଲ୍ଲା ଚାଡୋରା ଅଞ୍ଚଳରେ ଜୈଶ-ଇ–ମହମ୍ମଦର କିଛି ଆତଙ୍କବାଦୀ ପଶି ଆସିଥିଲେ । ଏହି ସୂଚନା ପାଇବା ପରେ ଭାରତୀୟ ସୁରକ୍ଷା ବାହିନୀ ଆରମ୍ଭ କରିଦେଇଥିଲା ସର୍ଚ୍ଚ ଅପରେସନ୍ । ଆଙ୍କବାଦୀ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଆମ୍ଭ ହୋଇଯାଇଥିଲା ଗୁଳି ବିନିମୟ । ସେଥିରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ଟଳିପଡ଼ିଥିବା ଜଣାପଡ଼ିଛି । ମୃତ ଆତଙ୍କବାଦୀଙ୍କ ପାଖରୁ ମାରଣାସ୍ତ୍ର ଓ ଗୁଳି ସହିତ ୩ଟି ଏକେ-୫୭ ରାଇଫଲ ଜବତ ହୋଇଛି । ଏଥି ସହ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇ କହିଛନ୍ତି ଯେ, ୨୦୨୨ ଆମ୍ଭରୁ ଏଯାବତ ୧୧ ଜଣ ଆତଙ୍କବାଦୀଙ୍କୁ ନିପାତ କରିସାରିଲେଣି ଭାରତୀୟ ସୁରକ୍ଷାକର୍ମୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login