The Ultimate Managed Hosting Platform
ADVERTISEMENT

ନବଜାତ ଶିଶୁକୁ କୋଳରେ ଧରି ପ୍ରଚାର କଲେ ଜିଲ୍ଲା ପରିଷଦ ପ୍ରାର୍ଥୀ

Facebook
Twitter
LinkedIn

ମହାକାଳପଡ଼ା: ପଞ୍ଚାୟତ ନିର୍ବାଚନକୁ ନେଇ ସବୁଠି ପ୍ରଚାର ପ୍ରସାର ଜୋର ଧରିଥିବା ବେଳେ, ମାସକର ନବଜାତ ଶିଶୁକୁ କୋଳରେ ଧରି ପ୍ରଚାର କଲେ ଜିଲ୍ଲା ପରିଷଦ ପ୍ରାର୍ଥୀନି । ଗାଁକୁ ଗାଁ, ଘରକୁ ଘର ବୁଲି ଭୋଟ ମାଗିବାରେ ଲାଗିପଡ଼ିଛନ୍ତି । ସେହି ପ୍ରାର୍ଥୀନି ଜଣକ ହେଉଛନ୍ତି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ୨୫ ନମ୍ବର ଜୋନରୁ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥୀନି ଭାବେ ଠିଆ ହୋଇଥିବା ଦୁର୍ଗାଡତୀ ପ୍ରଧାନ ।

ତେବେ କୋଭିଡ୍ ଗାଇଡଲାଇନ୍‌କୁ ମାନି ସେ ମାର୍ଶାଘାଇ ବ୍ଲକର ଦଶିପୁର ପଞ୍ଚାୟତର ମା’ ଗୋଜବାୟାଣୀଙ୍କ ନିକଟରୁ ଆଶିର୍ବାଦ ନେଇ ନିଜର ସମର୍ଥକଙ୍କ ସହିତ ପ୍ରଚାରରେ ବାହାରିଥିଲେ । ଭୋଟରମାନଙ୍କ ସହ ଭେଟି ସମର୍ଥନ ଓ ଭୋଟ ଭିକ୍ଷା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login