The Ultimate Managed Hosting Platform
ADVERTISEMENT

ମେଡ଼ିକାଲରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର

Facebook
Twitter
LinkedIn

ପୁରୀ: ମେଡିକାଲରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ଫେରାର ହୋଇଗଲେ ମା’ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିିଲ୍ଲା ମୁଖ୍ୟ ଡାକ୍ତରଖାନାରେ । ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଚତୁର୍ଥ ମହାଲାରେ ଶିଶୁ ଟିକୁ ଛାଡ଼ି ମା’ ପଳାଇଥିବା ଜଣା ପଡ଼ିଛି । ଏହି ନବଜାତକକୁ ଉଦ୍ଧାର କରି ଚିକିତ୍ସା କରାଯାଉଛି । ତେବେ କିଏ ସେ ପ୍ରସୂତୀ ଜଣକ ଶିଶୁଟିକୁ ଛାଡ଼ି ପଳାଇଛନ୍ତି ସେ ନେଇ ମେଡିକାଲ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ କରିନଥିବା ବେଳେ, ଶିଶୁଟିକୁ ଚିକିତ୍ସା ପାଇଁ ଏସଏନସିୟୁରେ ଭର୍ତ୍ତି କରାଯାଇଛି ଚିକିତ୍ସା କରାଯାଉଛି । ଏଥିସହ ଚାଇଲ୍ଡ କେୟାର ପ୍ରତିନିଧି ମେଡିକାଲରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login