The Ultimate Managed Hosting Platform
ADVERTISEMENT

ପୌର ନିର୍ବାଚନ ପ୍ରଚାରରେ ପରିସ୍ଥିତି ଦେଖି ଲାଗିବ କଟକଣା

Facebook
Twitter
LinkedIn

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।ପ୍ରଚାର ପାଇଁ କଟକଣା ନାହିଁ । କିନ୍ତୁ ସଂକ୍ରମଣ ଯଦି ବୃଦ୍ଧି ପାଇବ ତାହେଲେ କଟକଣା ଲାଗୁ କରାଯିବାକୁ ନିସ୍ପତ୍ତି ହୋଇଛି । ଏ ନେଇ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ହାର କମୁଥିବାରୁ ପ୍ରଚାର କଟକଣା ନାହିଁ । ସାଧାରଣ ଭାବରେ ଯେମିତି ପ୍ରଚାର କରାଯାଏ, ସେହିଭଳି ପ୍ରଚାର କରାଯାଇପାରିବ । କିନ୍ତୁ ଯଦି ଆଗକୁ ସଂକ୍ରମଣ ସଂଖ୍ୟା ବଢ଼େ, ତେବେ ପୁଣି କଟକଣା ଲାଗୁ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login