The Ultimate Managed Hosting Platform
ADVERTISEMENT

ବିରୋଧୀଙ୍କ ହଟ୍ଟଗୋଳ ପାଇଁ ୨ୟ ଦିନରେ ଗୃହ ମୁଲତବି ରହିଲା ଅପରାହ୍ନ ୪ଟା ଯାଏ

The house was adjourned on the second day until 4 p.m., due to opposition protests
Facebook
Twitter
LinkedIn

ଭୁବନେଶ୍ୱର: ଚଳିତ ବିଧାନସଭା ଶୀତ ଅଧିବେସନ ଅଜି ୨ୟ ଦିନରେ ପହଞ୍ଚିଥିବା େବେଳେ, ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ଗୃହକୁ ମୁଲତବି ରଖିଛନ୍ତି । ଯାହାକି ଅପରାହ୍ନ ୪ଟା ଯାଏ ମୁଲତବି ରହିଛି ।

ଗୃହରେ ମମିତା ପ୍ରସଙ୍ଗକୁ ଉଠାଇ ବିଜେପି ଓ କଂଗ୍ରେସ ହାତରେ ପ୍ଲାକାର୍ଡ ଧରି ଜୋରଦାର ହୋହଲ୍ଲା କରିବାର ଦେଖିବାକୁ ମିଳିଥିଲା । ତେବେ ହତ୍ୟା, ଗଣଦୁଷ୍କର୍ମ, ନାବାଳିକା ଚାଲାଣ, ମହିଳାଙ୍କୁ ଅସମ୍ମାନ ଓ ଆଇନ୍ ଶୃଙ୍ଖଳାର ଅବନତୀ ଆଦି ରୋକିବାରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନଥିବା ନେଇ ମୁଲତବୀ ପ୍ରସ୍ତାବ ବିରୋଧୀ ଦଳ ବିଜେପି ପକ୍ଷରୁ ଦିଆଯଇଥିବା ସହ ଗୃହ ମଧ୍ୟରେ ବିରୋଧୀ ଦଳ ହଙ୍ଗାମା କରିଥିଲେ । ତେଣୁ ବାଧ୍ୟ ହୋଇ ବାଚସ୍ପତି ସୂର୍ଯ୍ୟନା ରାୟଣ ପାତ୍ର ଗୃହକୁ ମୁଲତବି ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login