The Ultimate Managed Hosting Platform
ADVERTISEMENT

The foundation stone of the new lokseva bhavan : ଆଜି ଲୋକସେବା ଭବନର ଭିତ୍ତି ପ୍ରସ୍ତର

Facebook
Twitter
LinkedIn

ଭୁବନେଶ୍ୱର : ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡିବ ଭିତ୍ତି ପ୍ରସ୍ତର । ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଓ ନୂଆ ବିଧାନସଭା । ୭୧ ଏକର ଜମିରେ ନିର୍ମାଣ ହେବ , ଖର୍ଚ୍ଚ ହେବ ୩୬୨୩ କାଟେି ଟଙ୍କା । ଏ ନେଇ ଅନୁମୋଦନ ହୋଇଛି ମାଷ୍ଟରପ୍ଲାନ । ନୂଆ ଲୋକସେବା ଭବନରେ ହେବ ଭୂତଳ ପାର୍କିଂ । ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ୟ୍ୟକ୍ରମ ଅବସରରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login