The Ultimate Managed Hosting Platform
ADVERTISEMENT

ଓମିକ୍ରନ୍ ସହ ମୁକାବିଲା ପାଇଁ ପ୍ଲାନିଂ, ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ମନରେ ଭୟର ବାତାବରଣ ଦେଖା ଦେଇଛି । ଏହାକୁ ନେଇ ସରକାର ବି ଏହି ଭାରିଆଣ୍ଟ ସହ ମୁକାବିଲା କରିବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିଛନ୍ତି ।

ସୂଚନାନୁଯାୟୀ, ଗତ କାଲି ୨ ବିଦେଶ ଫେରନ୍ତାଙ୍କ ଠାରେ ଓମିକ୍ରନ ଚିହ୍ନଟ ହେବା ପରେ, ସାରା ରାଜ୍ୟ ଚିନ୍ତାରେ ପଡ଼ି ଯାଇଛି । ତାହାର ମୁକାବିଲା କରିବାକୁ ଆଜି ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଜରୁରୀକାଳିନ ପରିସ୍ଥିତିର ମୁକାବିଲା ପାଇଁ ଉପାୟ ଏବଂ ଓମିକ୍ରନର ବଢ଼ୁଥିବା ପ୍ରଭାବ ବିଷୟରେ ଅଲୋକପାତ କରିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚ୍ଚିବ ଆଜି ଲୋକସଭା ଭବନରେ ଏହି ଉଚ୍ଚ ସ୍ତରୀୟ ବୈଠକୁ ଡାକିଛନ୍ତି ।

ଏହି ବୈଠକ ମଧ୍ୟାହ୍ନ ୧୨.୩୦ ରେ ବସିଥିବା ବେଳେ, ଏଥିରେ ସ୍ୱାସ୍ଥ୍ୟ ବିଭାଗ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏହା ସହିତ ସମସ୍ତ ଜିଲ୍ଳାପାଳ ଓ ଏସ୍‌ପି ମାନଙ୍କୁ ଏହି ବୈଠକରେ ସାମିଲ ହେବାକୁ ନିର୍ଦ୍ଦେଶ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login