The Ultimate Managed Hosting Platform
ADVERTISEMENT

ତୃତୀୟ ଦିନରେ ବି ମୁଲତବି ରହିଲା ବିଧାନସଭା; ଗୃହକୁ ଗଙ୍ଗାଜଳ ଓ ଗୋବରପାଣି ପକାଇ ପବିତ୍ର କଲେ ବିରୋଧୀ

The assembly was adjourned even on the third day; Opposition groups called for a boycott of the assembly, removing hundreds of protesters by truck
Facebook
Twitter
LinkedIn

ଭୁବନେଶ୍ୱର: ଚଳିତ ବିଧାନସଭା ଶୀତ ଅଧିବେସନର ଆଜି ତୃ୍‌ତୀୟ ଦିନରେ ମଧ୍ୟ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଉଠିଛି ଝଡ଼ । ଏନେଇ ଗତ ଦୁଇ ଦିନ ହେଲା ବିଧାନ ସଭାରେ ବିରୋଧୀଙ୍କ ହଟ୍ଟଗୋଳ ଦେଖା ଦେଇଥିବା ବେଳେ, ଆଜି ମଧ୍ୟ ଗୃହରେ ଠିକ୍ ସେମିତିକା ସ୍ଥିତି ଉପୁଜିଥିିବା ଦେକଖିବାକୁ ମିଳିଛି । ତେବେ ଆଜି ଗୃହ ଆରମ୍ଭରୁ ମମିତା ମେହେର ମାମଲାମୁ ନେଇ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କୁ ବହିସ୍କାର ଦାବି କରି ବିଜେପି ଓ କଂଗ୍ରେସର ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗରେ ହୋହାଲ୍ଲା କରିଥିଲେ । ତେଶୁ ଏହି ପରିସ୍ଥିତିକୁ ଦେଖି ବାଚସ୍ପତି ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବି ରଖିଥିଲେ । ପୁନର୍ବାର ଗୃହ ଆମ୍ଭ ହେବାରୁ ପୂଣି ବିରୋଧୀ ସେମିତିକା ହଟ୍ଟଗୋଳ କରିଥିଲେ । ତେରୁ ଏହାକୁ ଦେଖି ବିଚସ୍ପତି ପୁଣି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ରଖିଛନ୍ତି ।

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରବେଶ ଦ୍ୱାରା ପବିତ୍ର ଗୃହ ଅପବିତ୍ର ହୋଇଯାଇଥିବା କହିଛି ବିଜେପି । ତେଣୁ ଗୃହକୁ ପବିତ୍ର କରିବା ପାଇଁ ବିଜେପି ବିଧାୟକମାନେ ବିଧାନସଭାରେ ଗଙ୍ଗାଜଳ ଓ ଗୋବରପାଣି ପକାଇ ପବିତ୍ର କରିଛନ୍ତି ।

ସେପଟେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ପାୱାର ହାଉସ୍ ଛକ ନିକଟରେ ଆନ୍ଦୋଳନ କରାଯାଇଛି । ଏହି ଅନ୍ଦୋଳନରେ ଶତାଧି କ ମହିଳା ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି । ଗ୍ୟାସ ଓ ତେଲ ଦର ପ୍ରତିବାଦରେ ଏହି ଆନ୍ଦୋଳନ ତିନି ଦିନ ଧରି ଜାରି ରଖିଛି ବିଜେଡି । ବିଗତ ଦୁଇ ଦିନ ହେବ ରାଜଭବନ ସମ୍ମୁଖରେ ମଧ୍ୟ ବିକ୍ଷୁଭ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login