The Ultimate Managed Hosting Platform
ADVERTISEMENT

ପୂର୍ବ ସତୃତାକୁ କେନ୍ଦ୍ରକରି ଦୁର୍ଦ୍ଦାନ୍ତ ଅପରାଧୀ ବୀର ପାଲକୁ ହତ୍ୟା; ମୁଣ୍ଡକୁ ବାଲିରେ ପୋତି ଶରିରକୁ ଜାଳିଦେଲେ

Facebook
Twitter
LinkedIn

ଭୁବେନଶ୍ବର: ଦୁର୍ଦ୍ଦାନ୍ତ ଅପରାଧୀ ବୀରପାଲକୁ ହତ୍ୟା କରି ମୁଣ୍ଡକୁ ବାଲିରେ ପୋତି, ଶରୀରକୁ ଜାଳିଦେଲେ ଦୁର୍ବୃତ୍ତ। ଏହି ଘଟଣା କଟକ ସ୍ଥିତ କାଠଯୋଡ଼ି ଗଣେଶ ଘାଟ ନଦୀ ବଲିରେ ଦେଖିବାକୁ ମିଳିଛି । ବୀର ନାମେର 10ରୁ ଅଧିକୁ ସଙ୍ଗୀନ ମାମଲା ରହିଥିବା ବେଳେ, ପୂର୍ବ ଶତୃତାକୁ ନେଇ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ।

ତେବେ ଏ ନେଇ ଖବର ପାଇବା ପରେ ପୁରୀଘାଟ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ପୋଡ଼ା ଶବ ଓ ମୁଣ୍ଡକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥି ସହ ସାଇଣ୍ଟିଫିକ୍‌ ଟିମ୍‌ ଓ କଟକ ଡିସିପି ପ୍ରତିକ ସିଂ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏହି ହତ୍ୟା କାଣ୍ଡେର କାହାର ହାତ ରହିଛି ଓ କେଉଁମାନେ ଏହି ହତ୍ୟା କାଣ୍ଡ ଭିଆଇଛନ୍ତି ତାହାକୁ ନେଇ ପୋଲିସ୍‌ ଛାନ୍‌ଭିନ୍‌ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login