ଉଦଳା : ଦୁଇ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୁତ୍ତ । ୯ ନଂ ୱାର୍ଡରେ ଥିବା ମଣିନାଗେଶ୍ୱର, ଗାୟତ୍ରୀ ମନ୍ଦିରରୁ ଲୁଟ । ହୁଣ୍ଡି ବାକ୍ସ ସହ ରୁପା ମୁକୁଟ ନେଇଗଲେ । ମଣି ନାଗେଶ୍ବର ମନ୍ଦିରରେ ପଶି ଠାକୁରଙ୍କ ପିତ୍ତଳ ହାଣ୍ଡି ସହ ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି । ୭ବର୍ଷ ହେବ ହୁଣ୍ଡି ବାକ୍ସ ଖୋଲାଯାଇଥିବାରୁ କେତେ ଟଙ୍କା ଲୁଟ୍ ହୋଇଛି ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସର ତଦନ୍ତ ।
Views: 60











