ବାରିପଦା : ଶିମିଳିପାଳରେ ତାପମାତ୍ରା ଶୂନ ରେକର୍ଡ । ଉପରବାରକାମୁଡାରେ ଶୂନ ତାପମାତ୍ରା ନେଇ ସୂଚନା । ଏନେଇ ଆରସିସିଏଫ କାର୍ଯ୍ୟାଳୟ ପକ୍ଷରୁ ସୂଚନା । ଚହଲାରେ ୨ , ବରେଇପାଣି ଓ ଗୁଡୁଗୁଡିଆରେ ୫ ଡିଗ୍ରୀ ରେକର୍ଡ । ହାଡ଼ଭଙ୍ଗା ଜାଡ଼ ସାଙ୍ଗକୁ ଶିମିଳିପାଳରେ ତୁଷାରପାତ ମଧ୍ୟ ହୋଇଛି । ଘନ କୁହୁଡ଼ି ଯୋଗୁ ଦିନ ୧୦ଟା ଯାଏ କିଛି ଦେଖାଯାଉନି । ଶିମିଳିପାଳ ସହ କରଞ୍ଜିଆ, ଶୁକୃଳି, ରରୁଆ,ଯଶିପୁର ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।
Views: 48











