April 24, 2024 3:17 pm

The Ultimate Managed Hosting Platform
ADVERTISEMENT

Politics

ସଂସଦର ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ …

ନୂଆଦିଲ୍ଲୀ: ଆଜି ଠାରୁ ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିଛି । ଏକ ମାସର ବ୍ୟବଧାନ ପରେ ବଜେଟ୍ ଅଧିବେଶନ ପୁଣି ଆରମ୍ଭ ହେବାକୁ ଯାଉଥିବାରୁ ଅଧିବେଶନ କାଳରେ ବିଭାଗୀୟ ସଂସଦୀୟ ସ୍ଥାୟୀ କମିଟି, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗୀୟ ଅନୁଦାନ ସମ୍ପର୍କିତ ଆଲୋଚନା ହେବ। ସଂସଦର ବଜେଟ୍ ଅଧିବେଶନ ଗତ ଜାନୁଆରୀ ୩୧ରୁ ରାଷ୍ଟ୍ରପତି ଦ୍ରୌପଦୀ …

ସଂସଦର ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ … Read More »

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ବୁଧବାରଠୁ ଆରମ୍ଭ ଦ୍ବିତୀୟ ପର୍ଯ୍ୟାୟ ମୌସୁମୀ ଅଧିବେଶନ । ଗୃହରେ ୧୦ଟି ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବ । ୧୪-୨୯ ତାରିଖ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଯେଉଁ ବିଭାଗର ଗୃହରେ ଆଲୋଚନା ହୋଇନପାରିବ ୨୯ ତାରିଖରେ ଗିଲୋଟିନରେ ପାରିତ ହେବ। ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ। ଗୃହ କାର୍ଯ୍ୟ ଶୃଙ୍ଖଳିତ ଭାବେ ଚଳାଇବାକୁ ଅନୁରୋଧ କରିଛନ୍ତି ବାଚସ୍ପତି। ପ୍ରଥମ ପର୍ଯ୍ୟାୟରେ କେବଳ ଗୋଟେ ଦିନ ପ୍ରଶ୍ନକାଳ ପ୍ରଭାବିତ …

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ Read More »

ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରତି ଜନତାଙ୍କୁ ସାବଧାନ କରାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଝାଡଖଣ୍ଡକୁ ଏୟାରପୋର୍ଟ, ଏମ୍ସ ସମେତ ୧୬୮୦୦ କୋଟି ଟଙ୍କାର ଅନେକ ଯୋଜନାର ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବାବା ବୈଦ୍ୟନାଥଙ୍କ ପୂଜାର୍ଚ୍ଚନା ପରେ ଜନସଭାକୁ ସମ୍ବୋଧିତ କରି ଦେଶବାସୀଙ୍କୁ ସର୍ଟ ସର୍କିଟ୍‌ର ରାଜନୀତି କରୁଥିବା ଲୋକଙ୍କ ପ୍ରତି ସତର୍କ ରହିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ମାଗଣା ବିଜୁଳି- ବସ ଯାତ୍ରା ପରି ପ୍ରତିଶ୍ରୁତି ପ୍ରତି ଲୋକଙ୍କୁ ସାବଧାନ କରି କରି କହିଛନ୍ତି ଯେ, ଏହି ଧରଣର ପ୍ରତିଶ୍ରୁତି ଦିନେ ଜନତାଙ୍କୁ କାଙ୍ଗାଳ କରିବ। ସଟ୍ …

ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରତି ଜନତାଙ୍କୁ ସାବଧାନ କରାଇଲେ ପ୍ରଧାନମନ୍ତ୍ରୀ Read More »

ମହମ୍ମଦ ମୋକିମ୍‌- ହାଇକମାଣ୍ଡ ଯାହାକୁ କହିବେ, ତାଙ୍କୁ ଆମେ ସମର୍ଥନ କରିବୁ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି ଦଳ ଯାହାକୁ କହିବ , ତାଙ୍କୁ ଆମେ ସମର୍ଥନ କରିବୁ । ପାର୍ଟିର ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ ବୋଲି କହିଛନ୍ତି । ସୂଚନା ଅନୁଯାୟୀ, ଆଉ କିଛି ଦିନ ପରେ ରାଷ୍ଟ୍ରପତି ନିର୍ବାଚନ । ଏଥିଲାଗି ଏନ୍‌ଡିଏ ଦୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିଛି । ସେପଟେ ବିରୋଧୀ ମେଣ୍ଟ …

ମହମ୍ମଦ ମୋକିମ୍‌- ହାଇକମାଣ୍ଡ ଯାହାକୁ କହିବେ, ତାଙ୍କୁ ଆମେ ସମର୍ଥନ କରିବୁ Read More »

ଆସିଛି ଡାକରା : ଦିଲ୍ଲୀ ଯିବେ ରାଜ୍ୟର ୯ କଂଗ୍ରେସ ବିଧାୟକ

ଭୁବନେଶ୍ୱର : ଆସିଛି ଡାକରା । ଦିଲ୍ଲୀ ଯିବେ ରାଜ୍ୟ କଂଗ୍ରେସର ୯ ବିଧାୟକ । ଇଓଉଉ ପକ୍ଷରୁ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା ଆସିଛି । ସମସ୍ତେ ଆଜି ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ବାହାରିବେ । ଏନେଇ ବିଧାୟକ ତାରାପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧିଙ୍କୁ ନାସନାଲ ହେରାଲ୍ଡ ଅର୍ଥ ହେରଫେର୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଜାରୀ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ …

ଆସିଛି ଡାକରା : ଦିଲ୍ଲୀ ଯିବେ ରାଜ୍ୟର ୯ କଂଗ୍ରେସ ବିଧାୟକ Read More »

ନବୀନଙ୍କ ନୂଆ ଟିମ୍‌ରେ ରାଜେନ୍ଦ୍ର ଢୋଲକିଆ ନୂଆ ମୁହଁ

ଭୁବନେଶ୍ୱର : ଆଜି ନବୀନଙ୍କ ନୂଆ ଟିମ୍‌ରେ ନବକଳେବର । ଏହି ଟିମ୍‌ରେ ୧୩ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଏହି କ୍ୟାବିନେଟରେ ଜଣେ ନୂଆ ଚେହେରାଙ୍କୁ ସ୍ଥାନ ଦିଆଯାଇଛି । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜେନ୍ଦ୍ର ଢୋଲକିଆ । ସେହିଭଳି ୭ଜଣ ମନ୍ତ୍ରୀଙ୍କୁ ରିପିଟ୍ କରାଯାଇଛି । ଏହାସହ ପୂର୍ବରୁ ଥିବା ୫ ମନ୍ତ୍ରୀଙ୍କୁ ବି ଚାନ୍ସ ମିଳିଛି ।ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ୍‌ରେ ପଦ ଓ ଗୋପନୀୟତା …

ନବୀନଙ୍କ ନୂଆ ଟିମ୍‌ରେ ରାଜେନ୍ଦ୍ର ଢୋଲକିଆ ନୂଆ ମୁହଁ Read More »

ନବୀନଙ୍କ ନୂଆ ଟିମ୍ : ଜଗନ୍ନାଥ ସାର୍‌କା ଓ ନିରଞ୍ଜନ ପୂଜାରୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନେଲେ ଶପଥ

ଭୁବନେଶ୍ୱର : ଶପଥ ନେଲେ ନବୀନଙ୍କ ନୂଆ ଟିମ୍ । ଏହି ଟିମ୍‌ରେ ମୋଟ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ୍‌ରେ ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ । ତେବେ ଆଜିର ଏହି ଉତ୍ସବରେ ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜଗନ୍ନାଥ ସାରକା । …

ନବୀନଙ୍କ ନୂଆ ଟିମ୍ : ଜଗନ୍ନାଥ ସାର୍‌କା ଓ ନିରଞ୍ଜନ ପୂଜାରୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନେଲେ ଶପଥ Read More »

ଭୁବନେଶ୍ୱର-କଟକ-ବ୍ରହ୍ମପୁର ମହାନଗର ମେୟର ଲଢେଇ ଆସନରେ ବିଜେଡି ଆଗୁଆ

ଭୁବନେଶ୍ୱର : ଆଜି ପୌର ଫଳାଫଳ । ଚାଲିଛି ଭୋଟ ଗଣତି । ରାଜ୍ୟର ତିନି ମହାନଗର ନିଗମ ଆସନରେ ଆଗରେ ଚାଲିଛି ବିଜେଡି । ବିଜେଡିର ବାଜିମାତ୍ । କଟକ ଓ ବ୍ରହ୍ମପୁର ମହାନଗର ଆସନରେ ଗଣତି ସଠିକ୍ ସମୟରେ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ଟିକିଏ ବିଳମ୍ବରେ ହୋଇଥିଲା ଗଣତି । ତେବେ ଆସନ୍ତୁ ଜାଣିବା କେଉଁ ମହାନଗର ନିଗମରେ କିଏ କେତେ ଭୋଟରେ ଆଗରେ ରହିଛି । ଭୁବନେଶ୍ୱର ମହାନଗର ନିଗମର ଆସନ …

ଭୁବନେଶ୍ୱର-କଟକ-ବ୍ରହ୍ମପୁର ମହାନଗର ମେୟର ଲଢେଇ ଆସନରେ ବିଜେଡି ଆଗୁଆ Read More »

କେନ୍ଦ୍ରାପଡ଼ା ପୌର ପରିଷଦ : ୧୧ଟି ଓ୍ୱାର୍ଡରେ ବିଜେଡି ବିଜୟୀ, ୫ଟିରେ କଂଗ୍ରେସ

କେନ୍ଦ୍ରାପଡ଼ା : ବିଜେଡିର ବାଜିମାତ୍ । କେନ୍ଦ୍ରାପଡ଼ା ପୌର ଅଞ୍ଚଳରେ ଉଡିଲା ବିଜେଡି ବାନା । ମୋଟ ୨୧ଟି ଆସନ ମଧ୍ୟରୁ ବିଜେଡି ୧୧ଟି ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରା୍ଥୀ ୫ଟି ଆସନରେ ବିଜୟୀ ହୋଇଛନ୍ତି । ସେହିପରି ସ୍ୱାଧୀନ ୪ଟି ସିଟ୍‌ରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ତେବେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୱାର୍ଡ ୧ରେ ବିଜେଡି ର ପୁଷ୍ପାଲତା ବେହେରା , ୱାର୍ଡ ୨ରେ …

କେନ୍ଦ୍ରାପଡ଼ା ପୌର ପରିଷଦ : ୧୧ଟି ଓ୍ୱାର୍ଡରେ ବିଜେଡି ବିଜୟୀ, ୫ଟିରେ କଂଗ୍ରେସ Read More »

ବୌଦ୍ଧ ଏନ୍‌ଏସିରେ ୧୬ଟି ଆସନ କବ୍‌ଜା କଲା ବିଜେଡି

ବୌଦ୍ଧ : ଆଜି ପୌର ଫଇସଲା । ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗଣତି ଶେଷ । ୧୭ଟି ଆସନରେ ମଧ୍ୟରୁ ବିଜେଡି ୧୬ଟି ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି । ସେହିପରି ବିଜେଡି ଖାତାକୁ ଯାଇଛି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦ । ବିଜେଡି ମୃତ୍ୟୁଞ୍ଜୟ ମିଶ୍ର ୧୩୪୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ୪୮୮୧ ଖଣ୍ଡ ଭୋଟ ପାଇଥିବା ବେଳେ …

ବୌଦ୍ଧ ଏନ୍‌ଏସିରେ ୧୬ଟି ଆସନ କବ୍‌ଜା କଲା ବିଜେଡି Read More »

Login