April 25, 2024 6:23 pm

The Ultimate Managed Hosting Platform
ADVERTISEMENT

congress

ମହମ୍ମଦ ମୋକିମ୍‌- ହାଇକମାଣ୍ଡ ଯାହାକୁ କହିବେ, ତାଙ୍କୁ ଆମେ ସମର୍ଥନ କରିବୁ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି ଦଳ ଯାହାକୁ କହିବ , ତାଙ୍କୁ ଆମେ ସମର୍ଥନ କରିବୁ । ପାର୍ଟିର ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ ବୋଲି କହିଛନ୍ତି । ସୂଚନା ଅନୁଯାୟୀ, ଆଉ କିଛି ଦିନ ପରେ ରାଷ୍ଟ୍ରପତି ନିର୍ବାଚନ । ଏଥିଲାଗି ଏନ୍‌ଡିଏ ଦୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିଛି । ସେପଟେ ବିରୋଧୀ ମେଣ୍ଟ …

ମହମ୍ମଦ ମୋକିମ୍‌- ହାଇକମାଣ୍ଡ ଯାହାକୁ କହିବେ, ତାଙ୍କୁ ଆମେ ସମର୍ଥନ କରିବୁ Read More »

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ପରଲୋକ

ବରଗଡ଼ : ପରଲୋକରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ । ହୃଦଘାତରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠ୍‌ଙ୍କ ପରଲୋକ ହୋଇଛି । ଏକ ଘରୋଇ ନସିଂହୋମରେ ତାଙ୍କର ପରଲୋକ ହୋଇଯାଇଛି । ରିପୁନାଥ ସେଠ୍‌ଙ୍କ ମୃତ୍ୟୁର ଖବର ଶୁଣି ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ରବିବାର ଦିନ ରିପୁନାଥ ନିଜ ବରପାଲି ସ୍ଥିତ ବାସଭବନରେ ଥିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । …

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ପରଲୋକ Read More »

ପୌର ନିର୍ବାଚନ ପାଇଁ କିଏ ପାଇବ ଟିକେଟ୍‌

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ରାଜ୍ୟ ରାଜନୀତରେ ରହିଛିି ସରଗରମ । କାହାକୁ ଟିକେଟ ବିଳିବ ସେ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ତେବେ ମାର୍ଚ୍ଚ ୨ରୁ ନାମାଙ୍କନପତ୍ର ଦାଖଳ ପ୍ରକ୍ରିୟା ଅରମ୍ଭ ହୋଇଥିବା ବେଳେ, ୭ ରେ ସରିବ ନାମାଙ୍କନ ପତ୍ର ଦାଖଲ । ସମସ୍ତ ରାଜନୈତିକ ଦଳ ମଧ୍ୟରୁ କଂଗ୍ରେସ ପ୍ରଥମ ଦଳ ଭାବେ କଟକ ଓ ଭୁବନେଶ୍ୱର ପାଇଁ ମେୟର ସହ କିଛି କର୍ପୋରେଟର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିସାରିଛି …

ପୌର ନିର୍ବାଚନ ପାଇଁ କିଏ ପାଇବ ଟିକେଟ୍‌ Read More »

ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବା ପାଇଁ ସମସ୍ତ ଜିଲ୍ଲାରେ ଗଠନ ହେଲା ସ୍ୱତନ୍ତ୍ର ସ୍କ୍ୱାର୍ଡ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରାଯାଇଛି । ଏପରିକି ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜୋରଦାର କରାଯିବାକୁ ମଧ୍ୟ ନିସ୍ପତ୍ତି ହୋଇଛି । ଏନେଇ ରାଜ୍ୟ ଅବକାରୀ ବିଭାଗର ଡେପୁଟି କସିଶନର ରାମଚନ୍ଦ୍ର ପାଲଟା ଆଜି ଏକ ପ୍ରେସ୍‌ମିଟ୍ କରି ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ନିଶା କାରବାର ରୋକିବା ନେଇ ବର୍ଡର ପୋଷ୍ଟ ଚେକ୍ କରାଯାଉଛି । …

ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବା ପାଇଁ ସମସ୍ତ ଜିଲ୍ଲାରେ ଗଠନ ହେଲା ସ୍ୱତନ୍ତ୍ର ସ୍କ୍ୱାର୍ଡ Read More »

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ; ଫେବୃଆରୀ ୧୬ ରୁ ହେବ ଭୋଟ୍‌

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ରାଜ୍ୟ ନିର୍ବାଚନ କମିସନଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଫେବୃଆରୀ ୧୬ ରୁ ହେବ ଭୋଟ୍ ଗ୍ରହଣ । ଏହି ନିର୍ବାଚନ ୫ଟି ପର୍ଯ୍ୟାୟରେ ହେବ । ପ୍ରତି ପର୍ଯ୍ୟାୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ତେବେ ଆସନ୍ତା ଫେବୃଆରୀ ୧୬, ୧୮, ୨୦, ୨୨, ୨୪ ତାରିଖରେ ହେବ ନିର୍ବାଚନ । ସେହିଭଳି ଫେବୃଆରୀ ୨୬, ୨୭ ଓ ୨୮ ରେ ୩ଟି ପର୍ଯ୍ୟାୟରେ …

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ; ଫେବୃଆରୀ ୧୬ ରୁ ହେବ ଭୋଟ୍‌ Read More »

ବିରୋଧୀ ଦଳର ଦାବୀ; ୩ ମାସ ଘୁଞ୍ଚାଯାଉ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ସରିଥିବା ବେଳେ, ନିର୍ବାଚନ ଆଉ ୩ ମାସ ଘୁଞ୍ଚାଇବାକୁ ଦାବୀ କରିଛନ୍ତି ବିରୋଧୀ ଦଳ । ତେବେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବାୟରୁ ନିର୍ବାଚନ ୩ ମାସ ପାଇଁ ଘୁଞ୍ଚାଇବାକୁ ବିଜେପି ଓ କଂଗ୍ରେସ ଉଭୟ ଦାବି କରିଛନ୍ତି । କିନ୍ତୁ ଶାସକ ଦଳ ବିଜେଡ ଏଥି ସହ ସହମତ ହୋଇନାହିିଁ । ତେବେ ଓବିସି ବର୍ଗଙ୍କୁ ସଂରକ୍ଷଣରୁ ବାଦ ଦିଆଯିବା ପ୍ରସଙ୍ଗର ସମାଧାନ ଯେ ପର୍ଯ୍ୟନ୍ତ …

ବିରୋଧୀ ଦଳର ଦାବୀ; ୩ ମାସ ଘୁଞ୍ଚାଯାଉ ପଞ୍ଚାୟତ ନିର୍ବାଚନ Read More »

ସରିଲା ସର୍ବଦଳୀୟ ବୈଠକ; ପଞ୍ଚାୟତ ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ଆସିବ ଗାଇଡଲାଇନ୍‌

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ସଂକ୍ରମଣ ବୃଦ୍ଧିକୁ ହେବାରେ ଲାଗିଛି । ଏଥି ମଧ୍ୟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ହେବ କିମ୍ବା ନିର୍ବାଚନ ଘୁଞ୍ଚିବ ସେ ନେଇ ସାରା ରାଜ୍ୟବାସିଙ୍କ ମନରେ ଦ୍ୱନ୍ଦ ଲାଗି ରହିଛି । ତେବେ ଏହି ନିର୍ବାଚନ ପ୍ରସଙ୍ଗକୁ ନେଇ ଆଜି ଏକ ସର୍ବଦଳୀୟ ବୈଠକୁ ଅନୁଷ୍ଠିତ ହୋଇଛି । ଏହି ବୈଠକ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । କରୋନା …

ସରିଲା ସର୍ବଦଳୀୟ ବୈଠକ; ପଞ୍ଚାୟତ ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ଆସିବ ଗାଇଡଲାଇନ୍‌ Read More »

ମୋଦୀ ଆକାଶ ପଥରେ ଯିବାକୁ ଥିବା ବେଳେ, ସଡ଼କ ପଥରେ କାହିଁକି ଗଲେ; ନବଜୋତ ସିଂ ସିଦ୍ଧୁ

ନୁଆଦିଲ୍ଲୀ: ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ବେଳେ, ହୋଇଥିବା ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ମାମଲା ଜୋର ଧରିଛି । ଏହି ମାମାଲକୁ ନେଇ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କେନ୍ଦ୍ର ସରକାରଙ୍କୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶ ପଥରେ ଯିବାକୁ ଥିବା ବେଳେ, ସେ ସଡ଼କ ପଥରେ କାହିଁକି ଯାଉଥିଲେ । ଏଥି ସହ ସୁରକ୍ଷାରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଓ କେନ୍ଦ୍ର ଏଜେନ୍ସିକୁ ଦାୟି …

ମୋଦୀ ଆକାଶ ପଥରେ ଯିବାକୁ ଥିବା ବେଳେ, ସଡ଼କ ପଥରେ କାହିଁକି ଗଲେ; ନବଜୋତ ସିଂ ସିଦ୍ଧୁ Read More »

ପଞ୍ଚାୟତ ଆଇନ୍ ସଂଶୋଧନ; ପ୍ରାର୍ଥୀ ଭୁଲ ତଥ୍ୟ ଦେଲେ ମିଳିବ ୬ମାସ ଜେଲ ଦଣ୍ଡ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ, ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ସରକାର ଏନେଇ ପଞ୍ଚାୟତ ଆଇନ ସଂଶୋଧନ ପାଇଁ ଅଧ୍ୟାଦେଶ ଜାରି କରିଛନ୍ତି । ଏହି ଆଇନ୍ ସଂଶୋଧନ ଅନୁଯାୟୀ, ନିର୍ବାଚନରେ ପ୍ରାର୍ଥୀ ଭୁଲ ତଥ୍ୟ ଦେଲେ ମିଳିବ ୬ ମାସ ଜେଲ ଦଣ୍ଡ । ତେବେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪, ପଞ୍ଚାୟତ ସମିତି ଆଇନ୍ ୧୯୫୯, ଜିଲ୍ଲା ପରିସଦ ଆଇନ୍ ୧୯୯୧ର ସଂଶୋଧନ କରାଯିବାକୁ ନିସ୍ପତ୍ତି ହୋଇଥିବା ସୂଚନା ରହିଛି …

ପଞ୍ଚାୟତ ଆଇନ୍ ସଂଶୋଧନ; ପ୍ରାର୍ଥୀ ଭୁଲ ତଥ୍ୟ ଦେଲେ ମିଳିବ ୬ମାସ ଜେଲ ଦଣ୍ଡ Read More »

ଡିସିପି ଅଫିସକୁ କଂଗ୍ରେସର ଟାର୍ଗେଟ୍‌; କର୍ମୀ ଓ ପୋଲିସ୍ ମୁହାଁମୁହିଁ,

ଭୁବନେଶ୍ୱର: ରାଜଧାନୀର ପୋଲିସ ମାନଙ୍କ ଅତ୍ୟାଚାର ଅସହ୍ୟ ହୋଇ ପଡ଼ିଛି । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ନବହିସ୍କାର ଦାବୀକରି ପ୍ରତିବାଦ କରିିବା ବେଳେ, ପୋଲିସ୍ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହିତ କଂଗ୍ରେସ ଭବନରେ ପଶି କର୍ମୀ ମାନଙ୍କୁ ପିଟିଥିଲା । ସେହି ଅଭିଯୋଗରେ ଆଜି କଂଗ୍ରେସ କର୍ମୀମାନେ ଡିସିପି ଅଫିସ୍ ଆଗରେ ଗଣ ଧାରଣା ଦେଇଛି । ପୋଲିସର ଏପରି କାର୍ଯ୍ୟକୁ ନିନ୍ଦା କରିବା ସହିତ ଯୋରଦାର ପ୍ରତିବାଦ …

ଡିସିପି ଅଫିସକୁ କଂଗ୍ରେସର ଟାର୍ଗେଟ୍‌; କର୍ମୀ ଓ ପୋଲିସ୍ ମୁହାଁମୁହିଁ, Read More »

Login