The Ultimate Managed Hosting Platform
ADVERTISEMENT

STA issued instructions : ବିନା ଘୋଡାଇ ବାଲି ପରିବହନ କଲେ ଆକ୍ସନ

Facebook
Twitter
LinkedIn

:

ଭୁବନେଶ୍ୱର : ବାଲି ଏବଂ ଖୋଲା ନିର୍ମାଣ ସାମଗ୍ରୀ ପରିବହନ ଚେକିଂ କଡାକଡି ହେବ । ସମସ୍ତ ପରିବହନ ଅଧିକାରୀଙ୍କୁ ନିଦେ୍ର୍ଦଶ ଜାରି କଲା ଏସଟିଏ । ଓଭରଲୋଡିଂ ଏବଂ ବିନା ଘୋଡଣିରେ ହୋଇପାରିବ ନାହିଁ ପରିବହନ । ଲୋଡିଂ ସ୍ଥଳରେ ଚେକିଂ କରିବାକୁ ମଧ୍ୟ କଡା ନିଦେ୍ର୍ଦଶନାମା । ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସଟିଏର ନିଦେ୍ର୍ଦଶ । ଲଘୁ ଖଣିଜ ନିଦେ୍ର୍ଦଶକଙ୍କୁ ବି ଚିଠି ଲେଖିଲା ଏସଟିଏ । ଗାଡ଼ି ବାହାରିବା ପୂର୍ବରୁ ଘାଟରେ ଥିବା କର୍ମଚାରୀ, ସୁନିଶ୍ଚିତ କରିବେ ଯେ ବାଲି ଗାଡ଼ି ଘୋଡ଼ା ହୋଇଛି ନା ନାହିଁ । ପ୍ରତି ଲୋଡିଂ ପଏଣ୍ଟରେ ସିସିଟିଭି ଜରିଆରେ କଡ଼ା ଚେକିଂ କରାଯିବ । ନିୟମ ଉଲଂଘନ କଲେ ଓଏମଏମସି ନିୟମ ଅଧିନରେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ।ରଦ୍ଦ ହେବ ବାଲି ଉଠାଣ ଅନୁମତି ସହ ଖାଦାନର ଲିଜ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login