The Ultimate Managed Hosting Platform
ADVERTISEMENT

ପୁଣି ଯାଜପୁର ଦଶରଥପୁର ବାଳିକା ବିଦ୍ୟାଳୟରେ ମାତିଲା କରୋନା

Facebook
Twitter
LinkedIn

ଯାଜପୁର: ମହାମାରୀ କରୋନା ପୁଣି ମୁଣ୍ଡ ଟେକିବାରେ ଲାଗିଛି । ସଂକ୍ରମଣକୁ ଆଖିଆଗରେ ରଖି ସରକାର ସ୍କୁଲ୍ କଲେଜ ବନ୍ଦ କରି ଅନଲାଇନ୍‌ରେ ପାଠ ପଢ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ରମଶଃ ସଂକ୍ରମଣର ସଂଖ୍ୟା ହ୍ରାସ ହେବାରୁ କୋଭିଡ୍ ଗାଇଡ୍‌ଲାଇନ୍ ପାଳନ କରି ଅଫ୍‌ଲାଇନରେ କ୍ଳାସ୍ କରିବାକୁ ନିର୍ଦ୍ଦେଶ କ୍ରମେ ପୁଣି ସ୍କୁଲ୍ କଲେଜ ସ୍ୱାଭାବିକ କରାଯାଇଥିଲା ।

ତେବେ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଟିକାକରଣ ହୋଇନଥିବା ବେଳେ ଆଜି ଯାଜପୁର ଜିଲ୍ଲା ଦଶରଥପୁର ବାଳିକା ପିଦ୍ୟାଳୟର ଷଷ୍ଠ ଓ ନବମ ଶ୍ରେଣୀର ୯ ଜଣ ଛାତ୍ରୀ କରୋନା ପୋଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକି ଅବିଭାବକ ମହଲରେ ଚିନ୍ତା ବଢ଼ାଇଛି । ସଂକ୍ରମିତ ହୋଇଥିବା ଛାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି ।

ସୂଚନାନୁଯାୟୀ, ଦଶରଥପୁର ବିଦ୍ୟାଳୟରେ ମୋଟ ୧୯୫ ଜଣଙ୍କର କୋଭିଡ୍ ଟଷ୍ଟ କରାଯା ଇଥିଲା । ସେମାନଙ୍କ ମଧ୍ୟରୁ ୯ ଜଣ ପୋଜିଟିଭ୍ ନିହ୍ନଟ ହୋଇଥିଲେ । ଏନେଇ ମଙ୍ଗଳପୁର ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login