The Ultimate Managed Hosting Platform
ADVERTISEMENT

Son took his mother’s life : ମାଆର ତଣ୍ଟି ଚିପି ଜୀବନ ନେଲା ପୁଅ

Facebook
Twitter
LinkedIn

ଦଶପଲ୍ଲା : ପିଶାଚ ସାଜିଲା ଜନ୍ମକଲା ପୁଅ । ମାଆକୁ ତଣ୍ଟି ଚିପି ଜୀବନ ନେଲା ପୁଅ । ଗଣିଆ ଥାନା କଳାଶିମିଳି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ଏଭଳି ଜଘନ୍ୟକାଣ୍ଡ ଘଟିଥିବା ସୂଚନା ରହିଛି ।ବାପାର ଅଭିଯୋଗ ପରେ ପୁଅକୁ ଅଟକ ରଖିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login