ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ସ୍କାମ । ସିବିଆଇର ବଡ ଆକ୍ସନ । ଦୀଘା ମଡେଲର ମା ଷ୍ଟରମାଇଣ୍ଡକୁ ଉଠାଇ ଆଣିଲା ସିବିଆଇ । ମାଷ୍ଟାରମାଇଣ୍ଡକୁ ପାରଳାଖେମୁଣ୍ଡିରୁ ଉଠାଇ ଆଣିଲା ପୋଲିସ । ମାଷ୍ଟରମାଇଣ୍ଡ ବିରଞ୍ଚô ନାରାୟଣ ନାୟକ ସିବିଆଇରେ ଅଟକ । ବିରଞ୍ଚି, ଅରବିନ୍ଦ ସହ ମିଶି ଶତାଧିକ ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରିଥିବା ସିବିଆଇ ସୂଚନା ପାଇଥିଲା । ଏସଆଇ ଚାକିରି ପାଇଁ ଟଙ୍କା କାରବାର ନେଇ ଗତକାଲି ରାତିରୁ ବିରଞ୍ଚିକୁ ଘନ ଘନ ଜେରା କରୁଛି ସିବିଆଇ । ଆଶାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ବିରଞ୍ଚି ନେଇଥିବା ସୁରାକ ପାଇଛି କେନ୍ଦ୍ରୀୟ ତଦନ୍ତକରା ସଂସ୍ଥା ।
Views: 30











