The Ultimate Managed Hosting Platform
ADVERTISEMENT

SI ଚାକିରି କେଳେଙ୍କାରୀ ; ଆଉ ଜଣେ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ପୋଲିସ ଏସଆଇ ଚାକିରି କେଳେଙ୍କାରୀ ଘଟଣାରେ ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ବାରଙ୍ଗ ବିଦ୍ୟାଧରପୁରର ବିଶ୍ୱରଞ୍ଜନ ବେହେରା ନାମକ ଅଭିଯୁକ୍ତ ଗିରଫ ହୋଇଛି । ଏସଆଇ ଚାକିରି କେଳେଙ୍କାରୀରେ ବିଶ୍ୱ ରଞ୍ଜନର ସକ୍ରିୟ ଭୂମିକା ଥିଲା । ସିଣ୍ଡିକେଟ ମୁଖ୍ୟଙ୍କ ନିଦେ୍ର୍ଦଶରେ ଆଶାୟୀଙ୍କ ସହ ଯୋଗାଯୋଗ କରୁଥିଲା ବିଶ୍ୱରଞ୍ଜନ । ଆଶାୟୀଙ୍କ ଠାରୁ ଅରିଜିନାଲ ସାର୍ଟିଫିକେଟ , ବ୍ଲାଙ୍କ ଚେକ ମଧ୍ୟ ନେଉଥିଲା । ପ୍ରଶ୍ନପତ୍ର ଯୋଗାଇବ କହି ଆଶାୟୀଙ୍କ ଠାରୁ ଡକ୍ୟୁମେଣ୍ଟ ନେଉଥିଲା । ଆଶାୟୀଙ୍କ ଠାରୁ ଡକ୍ୟୁମେଣ୍ଟ ନେଇ ସିଣ୍ଡିକେଟ ମୁଖ୍ୟଙ୍କୁ ଦେଉଥିଲା । ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login