The Ultimate Managed Hosting Platform
ADVERTISEMENT

SI ସ୍କାମ ; ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି, ସତ୍ୟ ଉଗାଳିବ ସିବିଆଇ

Facebook
Twitter
LinkedIn

ଭୁବନେଶ୍ୱର : ପୋଲିସ ଏସଆଇ ସ୍କାମ । ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡ ଅନୁମତି । ୪ ଦିନିଆ ରିମାଣ୍ଡ ଆବେଦନ ହୋଇଥିଲା । ମିଳିଲା ୩ ଦିନିଆ ଅନୁମତି । ୪ ଅଭିଯୁକ୍ତଙ୍କୁ ଧରି ସତ୍ୟ ଉଗାଳିବ ସିବିଆଇ ଟିମ । ଲୋକନାଥ ସାହୁ, ତଫିମ ଅହମ୍ମଦ ଖାନ ରିମାଣ୍ଡରେ ଆସିବେ । ବିଶ୍ୱରଞ୍ଜନ ବେହେରା , ବିଶ୍ୱରଞ୍ଜନ ହରିଚନ୍ଦନ ରିମାଣ୍ଡରେ ଆସିବେ । ଗତକାଲି ରାତିରେ ଏସଆଇ ପରୀକ୍ଷା ଦୁର୍ନୀତିର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଅନ୍ୟ ୧୧ଜଣଙ୍କୁ ବ୍ରହ୍ମପୁର ସର୍କଲ ଜେଲରୁ ଭୁବନେଶ୍ବର ଝାରପଡ଼ା ଜେଲକୁ ପଠାଯାଇଛି । ୧୨ତାରିଖରେ କ୍ରାଇମବ୍ରାଞ୍ଚ ସିବିଆଇକୁ ଏହି ମାମଲା ହସ୍ତାନ୍ତର କରିଥିଲା । ତଦନ୍ତ ଭାର ନେବା ପରେ ତାଙ୍କ ଅଦାଲତକୁ ମାମଲା ନେବା ପାଇଁ ଓ ଜେଲରେ ଥିବା ଶଙ୍କର ପୃଷ୍ଟି ସମେତ ସମସ୍ତ ୧୨ ଅଭିଯୁକ୍ତଙ୍କୁ ଭୁବନେଶ୍ୱରକୁ ନେବା ପାଇଁ ସିବିଆଇ ୨୦ ତାରିଖରେ କୋର୍ଟରେ ଆବେଦନ କରିଥିଲା ବୋଲି ଗଞ୍ଜାମ ଜିଲ୍ଲା କୋର୍ଟ ସରକାରୀ ଓକିଲ ବିଶ୍ୱଜିତ ବରାଳ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login