ଭୁବନେଶ୍ୱର : ଅଭିଯୁକ୍ତ ଶଙ୍କର ପୃଷ୍ଟିର ହେବ ଲାଏ ଡିଟେକ୍ସନ ଟେଷ୍ଟ । ସିଲିକନ ଟେକ ମାଲିକ ସୁରେଶ ନାୟକର ବି ହେବ ଲାଏ ଡିଟେକସନ ଟେଷ୍ଟ । ତଦନ୍ତରେ ସହ ଯୋଗ କରୁ ନ ଥିବାରୁ ନିଷ୍ପତ୍ତି ନେଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚକୁ ଶଙ୍କର ଦେଉନାହିଁ ସନ୍ତୋଷ ଜନକ ଉତ୍ତର । ବିଭ୍ରାନ୍ତ ତଥ୍ୟ ଦେଇ ଅଫିସରଙ୍କୁ ଭୁଆଁ ବୁଲାଉଛି ଶଙ୍କର । ଆସନ୍ତାକାଲି ଶଙ୍କର ପୃଷ୍ଟିର ସରିବ ରିମାଣ୍ଡ ଅବଧି ।
Views: 48











