ଭୁବନେଶ୍ୱର : ଏସଆଇ ସ୍କାମ ଘଟଣାରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ସମ୍ପର୍କିତ ମାମଲା । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ ୭ ଜଣଙ୍କ ଜାମିନ ଆବେଦନ ଶୁଣାଣି ହେବ । ମାମଲାରେ ପ୍ରଥମ ଥର ପାଇଁ ସମ୍ପୃକ୍ତ ହେଲେ ସିବିଆଇ ଓକିଲ । ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ।
Views: 59











