ଭୁବନେଶ୍ୱର : ପୋଲିସ ଏସଆଇ ଚାକିରି କେଳେଙ୍କାରୀ । ଆଉ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । କିଛି ସମୟ ମଧ୍ୟରେ ୨ ଗିରଫ ଦଲାଲଙ୍କୁ କୋର୍ଟ ଚାଲାଣ କରାଯିବ । ଡିଜିଟାଲ ତଥ୍ୟ ଯୋଗାଡରେ ଲାଗି ପଡିଛି କ୍ରାଇମବ୍ରାଞ୍ଚ । ପଞ୍ଚସଫ୍ଟ କଂପାନୀ ମାଲିକ ଶଙ୍କର ପୃଷ୍ଟି ମାଷ୍ଟର ମାଇଣ୍ଡ ଥିବା ସନେ୍ଦହ କରାଯାଉଛି । ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିଲେ । ସଆଇ ପରୀକ୍ଷା ଜାଲିଆତିରେ ଶଙ୍କର ପୃଷ୍ଟିଙ୍କୁ କିଙ୍ଗପିନ୍ ବୋଲି କୁହାଯାଉଛି । ଶଙ୍କରର ଘର ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇରେ । କିନ୍ତୁ ସେ ଅଧିକାଂଶ ସମୟ ଭୁବନେଶ୍ୱରରେ ରହୁଥିଲେ । ଏବେ ଶଙ୍କର ଫେରାର ଅଛନ୍ତି । ମିଡଲ ମ୍ୟାନ ମୁନା ମହାନ୍ତି ମଧ୍ୟ ଫେରାର।
ମୁନାର ଘର ଖୋର୍ଦ୍ଧା ଜିଲ୍ଲା କଳାପଥର ଗାଁରେ । ଘଟଣାରେ ଆହୁରି ୧୦-୧୨ ଦଲାଲ ଥିବା ସନ୍ଦେହ କରାଯାଉଛି । ସବୁଠାରୁ ବଡ଼ କଥା, କିଏ ଥିଲା କିଙ୍ଗପିନ୍। ଅନେକ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି । ଗତ ୧ ତାରିଖରେ ଗିରଫ ହୋଇଥିଲେ ୧୧୪ ଆଶାୟୀଙ୍କ ସମେତ ୩ ଦଲାଲ । ସେମାନଙ୍କୁ ଆନ୍ଧ୍ରର ବିଜୟନଗରମକୁ ବସରେ ନିଆଯିବା ବେଳେ ବ୍ରହ୍ମପୁର ପୋଲିସ ଧରିଥିଲା । ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଘୋଟାଲା ସାମ୍ନାକୁ ଆସିବା ପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
SI ଚାକିରି କେଳେଙ୍କାରୀ ; ଆଉ ୨ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







