The Ultimate Managed Hosting Platform
ADVERTISEMENT

Shikhar Dhawan will tie the knot again : ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ ଶିଖର ଧୱନ !

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଶିଖର ଧୱନ ପୁଣିଥରେ ବାହା ହେବାକୁ ଯାଉଛନ୍ତି । ଶିଖର ଧୱନ ତାଙ୍କର ବହୁଦିନର ପ୍ରେମିକା ସୋଫି ସାଇନଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଦୁହେଁ ବହୁତ ଦିନ ଧରି ଏକାଠି ଅଛନ୍ତି । ଖବର ମୁତାବକ, ଦୁହେଁ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି । ବାହାଘର ପାଇଁ ଫେବୃଆରୀର ୩ୟ ସପ୍ତାହରୁ ଦିଲ୍ଲୀ-ଏନସିଆରରେ ହେବ । ବିବାହ ଉତ୍ସବରେ କ୍ରିକେଟ ଏବଂ ବଲିଉଡର ବଡ଼ ବଡ଼ କଳାକାର ସାମିଲ ହେବେ । ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଶିଖର ଧାୱନ ଏବଂ ସୋଫି ସାଇନଙ୍କୁ ୨୦୨୫ ମସିହାରେ ଦୁବାଇରେ ଏକ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ସମୟରେ ଏକାଠି ଦେଖିବାକୁ ମିଳିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login