The Ultimate Managed Hosting Platform
ADVERTISEMENT

Sarpanch arrested : ସରପଞ୍ଚ ଅଟକ ; ଥାନା ଘେରିଲେ ଗ୍ରାମବାସୀ

Facebook
Twitter
LinkedIn

ବଲାଙ୍ଗିର : ସଦର ଥାନା ଘେରିଲେ ଶତାଧିକ ମହିଳା ଓ ପୁରୁଷ । କୁସମେସ ସରପଞ୍ଚଙ୍କୁ ପୋଲିସ ଅଟକ ରଖିଥିବା ଅଭିଯୋଗରେ ଘେରାଉ । ଥାନା ଘେରାଉ ସହ ସମ୍ମୁଖ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ନିକଟରେ ଜଳ ଯୋଗାଣ ପ୍ରକଳ୍ପର ବିଦ୍ୟୁତ ତାର ଚୋରି ହୋଇଥିଲା । ସରପଞ୍ଚଙ୍କ ଅଭିଯୋଗ ପରେ ପୋଲିସ ୨ ଜଣଙ୍କୁ ଉଠାଇ ଆଣି ଛାଡି ଦେଇଥିଲେ । ଏହାର ପ୍ରତିବାଦରେ ଆଜି ଏସପି ଅଫିସ ଘେରାଉ ଯୋଜନା ଥିଲା । ଏସପି ଅଫିସ ଘେରାଉ ପୂର୍ବରୁ ସରପଞ୍ଚଙ୍କୁ ଉଠାଇ ଆଣିବାରୁ ଉତ୍ତେଜନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login