The Ultimate Managed Hosting Platform
ADVERTISEMENT

Restrictions imposed in Twin Cities : ପ୍ରଦୂଷଣ ପାଇଁ ଟ୍ୱିନ ସିଟିରେ ଲାଗିଲା କଟକଣା

Facebook
Twitter
LinkedIn

ଭୁବନେଶ୍ୱର : ପ୍ରଦୂଷଣ ପାଇଁ ଟ୍ୱିନ ସିଟିରେ ଲାଗିଲା କଟକଣା । ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଁଶେ ରାମ ସିଂ ଖୁଣ୍ଟିଆ । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପ ର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଦ । ବାହାରେ ଆବର୍ଜନା କିମ୍ବା ଢାବାରେ କୋଇଲା ଜାଳିବା ମନା । ରାତିରେ ଭାରି ଯାମନ ଚଳାଚଳ ଉପରେ ଲାଗିଲା କଟକଣା । ଏନଏଚ ଉପରେ ଦିନକୁ ୨୩ ଥର ପାଣି ସିଞ୍ଚନ ନିଦେ୍ର୍ଦଶ । କୈାଣସି ଭଙ୍ଗାରୁଜା କାର୍ଯ୍ୟ ହୋଇପାରିବ ନାହିଁ । କଟକମାକୁ ବଳବତ୍ତର ରଖିବାକୁ ପୋଲିସ , ଆରଟିଓକୁ ନିଦେ୍ର୍ଦଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login