କଟକ : ନକଲି ସାମଗ୍ରୀର ଗନ୍ତାଘର ପାଲଟିଛି କଟକ । ନାମୀଦାମୀ ଷ୍ଟିକର ଲଗାଇ ବିକୁଛନ୍ତି ନକଲି ଜିନିଷ । ଜଗତପୁର ଇମାନଗର ଖଇରା ପୋଲ ନିକଟରୁ ନକଲି ଟାୟାର ଗୋଦାମ ଠାବ କରିଛି ପୋଲିସ । କଟକ ସହରର ଏକ ବ୍ୟବସାୟ ପ୍ରତିଷ୍ଠାନର ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ଚଢାଉ କରାଯାଇଛି । ଗୋଦାମ ପରିସରରୁ ୪ ହଜାରରୁ ଅଧିକ ନକଲି ଟାୟାର ଯବତ କରିଛି ପୋଲିସ । ଘଟଣାରେ ଗୋଦାମ ମାଲିକ ପ୍ରଦୀପ କୁମାର ଚାମୋଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହାସହ ଏଥିରେ ସମ୍ପୃକ୍ତ ଥିବା ୩ ଜଣ ଗୋଦାମ କର୍ମଚାରିଙ୍କୁ ଅଟକ ରଖି ପଚରା ଉଚରା କରୁଛି ଜଗତପୁର ଥାନା ପୋଲିସ। ଯାଞ୍ଚ ବେଳେ ଏହି ଗୋଦାମ ଦୀର୍ଘ ୬ମାସ ଧରି ଜଗତପୁର ଅଞ୍ଚଳରେ ଚାଲୁଥିବା ଏବଂ ଅସଲି ଟାୟାର, ଟ୍ୟୁବ୍ଠାରୁ କମ୍ ଦରରେ ଏଗୁଡ଼ିକୁ ବିକ୍ରି କରାଯାଉଥିବା ଜଣାପଡ଼ିଥିଲା । ଜବତ ଟାୟାର, ଟ୍ୟୁବ୍ର ବଜାର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଡିସିପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଜଗତପୁର ଥାନା ଅଧିକାରୀ ଅନିରୁଦ୍ଧ ନାୟକ ଏବଂ ତାଙ୍କ ଟିମ୍ ଉକ୍ତ ଗୋଦାମରେ ଗୁରୁବାର ଚଢ଼ଉ କରିଥିଲେ।
Raid in Duplicate Tyre Godown : ନକଲି ଟାୟାର ଗୋଦାମ ଠାବ; ଗୋଦାମ ସିଲ୍, ମାଲିକଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
Casino770 : analyse de son offre et de sa situation en France
Casino770 reste une marque de casino en ligne connue, avec une présence documentée depuis plusieurs années et un catalogue historique...
betriviera comparé selon le support crypto et les services bancaires en euros
Pour choisir une plateforme de casino, le moyen de dépôt compte presque autant que les jeux. Cette analyse de casino...
Betzino propose-t-il des loteries, des lootboxes ou des jeux à gains ?
Vous cherchez à savoir si Betzino propose autre chose que les machines à sous, la roulette et le casino en...
winshark casino: Wagering-Anforderungen verständlich erklärt
Wer den winshark casino Wagering Requirements näher betrachtet, sollte nicht nur auf die beworbene Bonusgröße achten. Entscheidend sind Umsatzfaktor, Höchsteinsatz,...







