The Ultimate Managed Hosting Platform
ADVERTISEMENT

Public Health Team in Navodaya Vidyalaya ; ନବୋଦୟ ବିଦ୍ୟାଳୟରେ ଜନସ୍ୱାସ୍ଥ୍ୟ ଟିମ

Facebook
Twitter
LinkedIn

ଭୁବନେଶ୍ୱର : ନବୋଦୟ ବିଦ୍ୟାଳୟରେ ଜନସ୍ୱାସ୍ଥ୍ୟ ବିଭାଗ ଟିମର ସ୍ଥିତି ଅନୁଧ୍ୟାନ । ୱାଟକୋ ଓ ଜନସ୍ୱାସ୍ଥ୍ୟ ବିଭାଗ ଟିମର ସ୍ଥିତି ଅନୁଧ୍ୟାନ । ବିଦ୍ୟାଳୟରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରାଯାଇଛି । ଏହା ସହ ସ୍କୁଲ ପରିସର ୧୨ଟି ସ୍ଥାନରୁ ପାଣି ନମୁନା ସଂଗ୍ରହ କଲା ୱାଟକୋ । ପାଣି ସମସ୍ୟା ନା ଅନ୍ୟ କୈାଣସି କାରଣ ୨୪ ଘଣ୍ଟା ପରେ ଜଣା ପଡିବ । ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କଲେ । ସମସ୍ତ ନମୁନାକୁ ପରୀକ୍ଷା କରିବାକୁ ଲାବୋରେଟରୀକୁ ପଠାଗଲା । କିଛି ଜଳର ନମୁନା ମଧ୍ୟ ସେଠାରେ ପରୀକ୍ଷା କରାଯାଇଛି । ୨୨୫ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ଅଭିଭାବକ ନେଇଯାଇଛନ୍ତି । ଏବେ ବି ଶତାଧିକ ଛାତ୍ର ଛାତ୍ରୀ, ଶିକ୍ଷକ ସଂକ୍ରାମକ ଜଣ୍ଡିସ ରୋଗରେ ଆକ୍ରାନ୍ତ ଅଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସ୍ଵତନ୍ତ୍ର ସ୍ବାସ୍ଥ୍ୟ ଶିବିର ପାଇଁ ଅନୁରୋଧ କରିଛନ୍ତି । ଆଜି ମେଡିକାଲ ଟିମ୍ ଯିବେ । ଅନ୍ୟ ପକ୍ଷରେ ସ୍କୁଲ ପରିସରରେ ବିଶୋଧନ, ସଚେତନ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login