The Ultimate Managed Hosting Platform
ADVERTISEMENT

Pramila’s reaction about group meeting ; ମେଳି ରାଜନୀତି ; ଚିହିଁକିଲେ ପ୍ରମିଳା

Facebook
Twitter
LinkedIn

ଯାଜପୁର : ମେଳି ବାବଦରେ ପଚାରିବାରୁ ଚିହିଁକିଲେ ପ୍ରମିଳା ମଲ୍ଲିକ । ଯାଜପୁର ନେତାଙ୍କ ବୈଠକକୁ ନେଇ ପ୍ରଶ୍ନରେ ପ୍ରମିଳାଙ୍କ ପ୍ରତିକ୍ରିୟା । ମେଳି କଣ ଓ କାହିଁକି କଦର୍ଯ୍ୟ ରୂପ ଦେଉଛ କହି ପ୍ରଶ୍ନ କଲେ ପ୍ରମିଳା । ଯାଜପୁର ଜିଲ୍ଲା ସଂଗଠନ ବାବଦରେ ଆଲୋଚନା ପାଇଁ ଏକାଠି ହୋଇଥିଲୁ । ଜିଲ୍ଲା ସଂଗଠନ ସୁଦୃଢ କରିବାକୁ ଆଲୋଚନା କଲୁ , ଏଥିରେ ଅସୁବିଧା କଣ । ଆଜି ପ୍ରମିଳାଙ୍କ ସରକାରୀ ବାସଭବନରେ ଏକାଠି ହୋଇଥିଲେ ବିଜେଡି ନେତା । ପ୍ରଣବ ପ୍ରକାଶ ଦାସ. ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଉପସ୍ଥିତ । ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login