The Ultimate Managed Hosting Platform
ADVERTISEMENT

Plane crash : ରାଉରକେଲାରେ ବିମାନ କ୍ରାସ : ୬ ଆହତ

Facebook
Twitter
LinkedIn

ରାଉରକେଲା :ରାଉରକେଲା ରଘୁନାଥପାଲିରେ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ । ଜଲଦା ଏ ବ୍ଲକରେ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା କହିଲେ ପରିବହନ ମନ୍ତ୍ରୀ । ୯ ସିଟର ଥିଲା ବିମାନ । ରାଉରକେଲାରୁ ଭୁବନେଶ୍ୱର ଆସୁଥିଲା ବିମାନ । ୧୦ କିମି ଉଡାଣ ପରେ ଦୁର୍ଘଟମା ହୋଇଥିବା କହିଲେ ମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login